India’s First Cow Dung Paint Manufacturing Company: ଗୋବରରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ, ଥରେ ଲଗାଇଲେ 5 ବର୍ଷ ଲାଷ୍ଟିଂ- ଗୋମୟ ରଙ୍ଗ

ଗୋବରରୁ ପ୍ରସ୍ତୁତ ହେଉଛି ରଙ୍ଗ । ତା ପୁଣି ପ୍ରାକୃତିକ ରଙ୍ଗ । ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଭିନ୍ନ ଧରର ରଙ୍ଗ ପ୍ରସ୍ତୁତ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦୁର୍ଗା ପ୍ରିୟଦର୍ଶିନୀ ସାହୁ । ଏକ ସ୍ବତନ୍ତ୍ର...

Call Now